
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଅମୃତମ୍ ସଦସ୍ୟଙ୍କ ମିଳିତ ଆନୁକୂଲ୍ୟରେ ଅଲିପଡ଼ା ଗ୍ରାମର ଗୋବିନ୍ଦ ଗୋଧାମ ଗୋଶାଳା ଠାରେ ଭାରତ ଓ ଚୀନ ସୀମା ସଂଘର୍ଷରେ ଶହୀଦ ହୋଇଥିବା ୨୦ ଜଣ ବୀର ଭାରତୀୟ ଯୋଦ୍ଧା
ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ୨୦ଟି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି|ଵୃକ୍ଷ ରୋପଣର ଉଦେଶ୍ୟ ଦେଶ ପାଇଁ ସହିଦ ଯବାନ ସର୍ବଦା ଅମପାଖରେ ଆମର ହୋଇ ରହିବେ |
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧକ୍ଷତାରେ ଉପସ୍ଥିତ ସଦସ୍ୟ ଜୋତିଶ ଆଚାର୍ଯ୍ୟ ନିତ୍ୟାନନ୍ଦ କର,ସୁରେଶ କୁମାର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଭାଗବତ ପ୍ରସାଦ ପଟ୍ଟନାୟକ, କ୍ଷିତିଶ ରଞ୍ଜନ ନନ୍ଦ, ବିଷ୍ଣୁ ପ୍ରସାଦ ସାହୁ, ଶଶାଙ୍କ ପ୍ରହରାଜ, ନାରାୟଣ ମିଶ୍ର, ସୁରେନ୍ଦ୍ର ସାହୁ , କାଶୀନାଥ ସାହୁ, ଅମ୍ରିରିଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO