ଭୁବନେଶ୍ୱର– ଇଦ୍ ମୁବାରକ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ,ଇଦ୍ ଉଲ ଜୁହାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ବଳିଦାନର ଏହି ପର୍ବ ଆମ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଓ ଶାନ୍ତିରେ ପୂର୍ଣ୍ଣ କରୁ ଏବଂ ପ୍ରେମ ଓ କରୁଣାର ଭାବନାକୁ ଆହୁରି ସୁଦୃଢ କରୁ।
