![](https://indokalingtimes.com/wp-content/uploads/2020/02/meeting.jpg)
![](https://indokalingtimes.com/wp-content/uploads/2020/02/meeting-300x200.jpg)
ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଗତ ୨୦୨୦ ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ୨୦୨୦ ଜାନୁଆରୀ ୨୨ରେ ରାଜ୍ୟର ୩ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିଦର୍ଶନ ସଂପର୍କିତ କମିଟିର ଗସ୍ତ ଟିପ୍ପଣୀକୁ ଚୂଡାନ୍ତ କରାଯାଇଥିଲା ।
ଏହି ବୈଠକରେ କମିଟିର ସଦସ୍ୟ ଓ ବିଧାନସଭାର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।