ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲାର ବିନିକାରେ ମଣ୍ଡିରେ ଧାନ ନଉଠିବାରୁ ତାତିଲେ ଶତାଧିକ ଚାଷୀ । ଏହାର ପ୍ରତିବାଦରେ ଆଜି ସାରସମାଳ ଛକରେ ବରପାଲି- ରାମପୁର ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମିଲର୍ସ ନଆସିବାରୁ ସାରସପାଲି ମଣ୍ଡିରେ ପଡି ରହିଛି ଚାଷୀଙ୍କ ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
Related Stories
January 22, 2025