ଭଦ୍ରକ- ମାଛ ଧରିବା ବେଳେ ଜାଲରେ ପଡିଛି କଙ୍କାଳ । ଜାଲରେ ପଡିଛି ଦାନ୍ତ ମାଢ଼ି, ୪ ଖଣ୍ଡ ହାଡ଼ ଓ ଗଣ୍ଠି । ବାସୁଦେବପୁର ବ୍ଲକ ଅନ୍ତର୍ଗତ ବେତଡ଼ା ନିକଟ କଲଭର୍ଟରେ ମାଛ ଧରିବା ବେଳେ ମାଛ ଧରାଳୀଙ୍କ ଜାଲରେ ଏସବୁ ଲାଗିଛି । କଲଭର୍ଟ ପାଇପ୍ ରେ ଥିବା ଅଖାରୁ ମିଳିଛି ଶରୀରର ଅନ୍ୟ ଅଙ୍ଗ । ତେବେ ଏହି ନରକଙ୍କାଳ କାହାର, ଏଠାକୁ କିପରି ଆସିଲା ସେନେଇ ତଦନ୍ତ କରୁଛି ପୋଲିସ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO