![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ଗାଦି ମାଡ଼ି ବସିଥିବା ଓଏଏସଅଫିସରଙ୍କୁ ସରକାରଙ୍କ ଛାଟ । ବଦଳି ପରେ ନୂଆ କାର୍ଯ୍ୟରେ ଯୋଗ ନ ଦେଲେ ବନ୍ଦ ହେବ ଦରମା କରାଯିବ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲା ରାଜସ୍ୱ ବିଭାଗ । ବଦଳି ମାନୁ ନଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୧୭ ଓ ସେପ୍ଟେମ୍ବର ୧୦ର ବଦଳି ନିର୍ଦ୍ଦେଶକୁ ମାନୁ ନାହାନ୍ତି । କିଛି ଓଏଏସ ଅଧିକାରୀ ମାନୁ ନଥିବାରୁ ସରକାର ନିଷ୍ପତ୍ତି ନେଇଛନ୍ତି ।