
ଦିଗପହଣ୍ଡି : ଆଜି କଟକଅବକାରି ଗୋଇନ୍ଦା ବିଭାଗ ଏବଂ ବ୍ରହ୍ମପୁର ଅବକାରି ଏବଂ ଚିକିଟି ଦିଗପହଣ୍ଦି ବିଭାଗର ମିଳିତ ଆନୁକୁଲ୍ୟରେ ଜୁଆଣପଲ୍ଲି , ବିଛାପଟା , ଶ୍ୟାମସୁନ୍ଦରପୁରୁ ଉପରସାହି ମଝିସାହି ,ଚାକୁଣ୍ଡାପଲ୍ଲି,ମେଘଝୋଳି ଗ୍ରାମରେ ବେଆଇନ ଭାବରେ ମଦ ରନ୍ଧାପୋଚ ୬୫୦୦ ଲିଟର ନଷ୍ଟ କରାଯାଇଛି।କଟକ ଗୋଇନ୍ଦାମୁଖ୍ୟ ଡି.କେ.ପଲେଇ ଏବଂ ଆସିସ୍ଟାଣ୍ଡ କଲକ୍ଟର ଡି.ମାଲେସ୍ୱର ପାତ୍ର ଏବଂ ବ୍ରହ୍ମପୁର ଅବକାରି ସଦର ରୋସନ ହଂସଦା, ବ୍ରହ୍ମପୁର ମୋବାଇଲ ଇନସପେକ୍ଟର ବାଳକୃସଷ୍ଣପରିଡା , ଦିଗପହଣ୍ଡି ଅଭିରାମ ସାହୁ ଏବଂ Ei&eb ଦକ୍ଷିଣାଞ୍ଚଳ ଅବକାରି ଗୋଇନ୍ଦା ବିଭାଗ ସଞ୍ଜୟ କୁମାର ତାଣ୍ଡି , ଫ୍ଳାଇଙ୍ଗ ସ୍କ୍ୱାଡ ଶୁଷାନ୍ତକୁମାରପାଢି, ଚିକିଟି ରେଞ୍ଜର ଲକ୍ଷଣ ସଡଙ୍ଗି ଏପିଆର ଫୋର୍ଶ ଏବଂ ୫୦ରୁ ଅଧିକ ସହକର୍ମିଙ୍କୁ ନେଇ ଏହି ଚଡାଉ କରାଯାଇଥିଲା। ପୁଚନଷ୍ଟ କରାଯାଇଛି। ଏହିବେଆଇନ କାର୍ଯ୍ୟରେ ଲିପ୍ତ ଥିବା କୌଣସି ଲୋକଙ୍କୁ ଧରିବାରେ ବିଫଳ ହୋଇଥିବା ଯଣାପଡିଥିବା ବେଳେ ଜୁଆଣପଲ୍ଲିଗ୍ରାମର ରମେଶ ବେହେରାଙ୍କ ୪୦ ଲିଟର ବିକ୍ରିମଦ ଜବତକରିଥିବା ଜଣାଯାଇଛି ।
ରିପୋର୍ଟ:ପ୍ରଫୁଲ୍ଲ ସାବତ