ପାଟଣା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିନିକିଆ ବିହାର ଗସ୍ତରେ ଶନିବାର ଦ୍ୱିପ୍ରହରରେ ପାଟଣାରେ ପହଂଚିଛନ୍ତି । ପାଟଣା ଏୟାରପୋର୍ଟରେ ବିହାରର ବିଜେପି ନେତାମାନେ ତାଙ୍କ ସ୍ୱାଗତ କରିଥିଲେ । ରାଜ୍ୟରେ ଏନଡିଏ ସରକାର ଗଠନ ହେବା ପରେ ଏହା ଶାହଙ୍କ ପ୍ରଥମ ବିହାର ଗସ୍ତ ଅଟେ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO