ଭଦ୍ରକ – ଭଦ୍ରକ ଜିଲ୍ଲା ବାସୁଦେବପୁର ପଂଚାୟତ ସମିତି କାଯ୍ର୍ୟାଳୟରେ କାଯ୍ର୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିେଯାଗକୁ ନେଇ ଚଚ୍ର୍ଚା ଜୋର ଧରିଛି ା ପଂଚାୟତ ସମିତି କାର୍ଯ୍ୟାଳୟର କµ୍ୟୁଟର କାଯ୍ର୍ୟରେ ନିୟୋଜିତ ଥିବା ବେଳେ ମଧୁସୂଦନ ସାହୁ ନାମକ ଜଣେ ଜିଆରଏସ ଅସଦାଚରଣ କରିଥିବା ଅଭିେଯାଗ ଆସିବା ପରେ ପୋଲିସ ଜିଆରଏସଙ୍କୁ ଗିରଫ କରିଛି ା ତେବେ ଏନେଇ ଅଭିେଯାଗ ଆସିଥିବା ସହ ଜିଆରଏସ ନିୟମିତ ଭାବେ ଔଷଧ ସେବନ ନକଲେ ସଂଜ୍ଞାହୀନ ହୋଇ ତଳେ ପଡିଯାଆନ୍ତି ବୋଲି ଜିଆରଏସଙ୍କ ପରିବାର ପକ୍ଷରୁ ସଫେଇ ଦିଆଯାଇଛି ା ଅପରପକ୍ଷରେ ମହିଳା କର୍ମଚାରୀଙ୍କ ଉପରେ ଅସାଚରଣ ହୋଇଥିବା ସମୟକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଥିବା ବେଳେ ଏହା ସୁପରିକଳ୍ପିତ େଯାଜନା ବୋଲି ଅନୁମାନ କରାଯାଉଛି ା
Related Stories
October 15, 2024