
ପୂର୍ବତନକର୍ପୋରେଟର ଅଭିନ୍ନ ସୁନ୍ଦର ବେହେରା ଙ୍କ ମା ହରପ୍ରିୟା ବେହେରାଙ୍କ ବିୟୋରେ ବ୍ରହ୍ମପୁର ମହାନଗର ଯୁବ ବିଜେଡ଼ି ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସୂର୍ଗତ୍ ହରପ୍ରିୟା ବେହେରା ଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ଆତ୍ମା ର ସଦ୍ ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ମହାନଗର ଯୁବ ବିଜେଡ଼ି ର ସଭାପତି ମୁକୁନ୍ଦ ଗୌଡ ଓ ଉପ ସଭାପତି ଆର୍ ମୁରଲୀ ମୋହନ ଙ୍କ ନେତୃତ୍ଵ ରେ ସ୍ଥାନୀୟ ଅଭିରାମ ମଠ ରେ ଆୟୋଜିତ ଶୋକ ସଭା ରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲାର ସଭାପତି ତଥାଜ ରାଜ୍ୟ ନିର୍ମାଣ ଓ ଅନ୍ୟାନ୍ୟ କୋଠା ବାଡି ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା,ଗଞ୍ଜାମ ଜିଲ୍ଲାର ଯୁବ ସଭାପତି ଧନ ଞ୍ଜୟ ରାଓ, ରାଜେଶ୍ୱର୍ ବେହେରା,ପ୍ରସ୍ନନ୍ ଗନ୍ତାୟତ,ଟୁନା ମହାରଣା,କେ ରବି,ଆର୍ କ୍ରିଷ୍ଣା ରେଡ୍ଡୀ,ଏସ ଏ କଲିଲ୍,ଅରୁଣ ଗରୁଡ,ଦିଲୀପ ପାତ୍ର, ସୂର୍ଯ୍ୟ କାନ୍ତ ସୁବୁଦ୍ଧି, ତ୍ରିପତି ପାତ୍ର,ଏଲ ରବି, ସଞ୍ଜୟ ଜେନା, କେ ମୁନ ରେଡ୍ଡି, ସିମଞ୍ଚଲ୍ ସାହୁ,ମୁନା ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ ରେ ମହାନଗର ବିଜୁ ଜନତା ଦଳର କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO