
କଟକ. କଟକ ସି.ଡି.ଏ ସେକଟର ୬ ରେ କାର୍ଯ୍ୟରତ ୩୦ଜଣ ସଫେଇ କର୍ମଚାରୀଙ୍କୁ ଆଇନ ସେବା ସଂସ୍ଥା ଲିସl ପକ୍ଷରୁ କରୋନା ପାଇଁ ସାନିଟାଇଜର,ମାସ୍କ,ଗ୍ଲୋବସ,ପାଉରୁଟି ସହ ସମସ୍ତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଧନା ସଂଗଠନର ଆବାହକ ଆଇନଜୀବି ଗଦାଧର ସାହୁ କରିଥିଲେ।ଏହି କାର୍ଯ୍ୟକ୍ରମରେ ୬ ନଂ ୱାର୍ଡ କର୍ପୋରେଟର ଶ୍ରୀମତୀ ସଂଯୁକ୍ତl ସାହୁ,ମର୍କତ ନଗର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଅଶୋକ କୁମାର,ଡ଼ଃ ସତ୍ୟ ରାୟ, କଟକ ମହାନଗର ନିଗମର ଗୋଷ୍ଟି ସାଙ୍ଗଠିକା ଲକ୍ସମି ପ୍ରିୟା ଜେନା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO