ଭୁବନେଶ୍ୱର– ଚିଟ୍ ଫଣ୍ଡ ଟଙ୍କା ଖୁବ୍ ଶୀଘ୍ର ଫେରସ୍ତ କରାଯିବ। ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ନିଜେ ବ୍ରାଣ୍ଡ ଆମ୍ବସଡର ସାଜିଥିଲେ। ଆମ ସରକାର ଯେଉଁ ଯେଉଁ ପ୍ରତିଶୃତି ନିର୍ବାଚନ ପୂର୍ବରୁ ଦେଇଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚିଟ୍ ଫଣ୍ଡ କ୍ଷତିପୂରଣ କଥା କ୍ୟାବିନେଟରେ ପଡ଼ିସାରିଛି। ଚିଟ୍ ଫଣ୍ଡ ମାଲିକଙ୍କ ସମ୍ପତି ବିକ୍ରି କରାଯାଇ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
Related Stories
January 13, 2025
January 13, 2025