ଭୁବନେଶ୍ୱର– ଜଗତସିଂହପୁରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାରାଦୀପ ଗସ୍ତରେ ଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ରଘୁନାଥପୁର ବିଜେପି କର୍ମୀଙ୍କ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଛି। ଯେଉଁଥିରେ ହଜାର ହଜାର ବିଜେପି କର୍ମୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଛୋଟି ନେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ରାଜ୍ୟରେ ନୂଆ ସରକାର ଆସିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହା ହେଉଛି ଜଗତସିଂହପୁର ପ୍ରଥମ ଗସ୍ତ।
Related Stories
January 13, 2025
January 13, 2025