ଭୁବନେଶ୍ୱର– ରାଜ୍ୟସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରାର୍ଥପତ୍ର ପ୍ରତ୍ୟାହାର ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ସେ କହିଛନ୍ତି ଜଗନ୍ନାଥ ଡମୀ ପ୍ରାର୍ଥୀ ଥିଲେ । ଏହା ଦଳୀୟ ନିଷ୍ପତ୍ତି ଥିଲା । ଯେହେତୁ ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତଙ୍କୁ କରାଯାଇଥିଲା । ଡମୀ କ୍ୟାଣ୍ଡିଡେଟ ଭାବେ ଜଗନ୍ନାଥଙ୍କୁ ନାମାଙ୍କନ କରାଯାଇଥିଲା । ଦଳୀୟ ନିଷ୍ପତ୍ତି ମାନି ସେ ପ୍ରତ୍ୟାହାର କଲେ । ଜଣେ ପ୍ରାର୍ଥୀ ରହିବେ । ମମତା ଦଳୀୟ ପ୍ରାର୍ଥୀ ରହିଲେ ବୋଲି ବିଜେପି ବିଧାୟକ କହିଛନ୍ତି ।
Related Stories
October 3, 2024
October 3, 2024