ଭୁବନେଶ୍ୱର– ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ । ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଏହାପରେ ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପି ନେତୃତ୍ଵଙ୍କ ନିଷ୍ପତ୍ତି ଅନୁଯାୟୀ ପାର୍ଥିପତ୍ର ଦାଖଲ କରିଥିଲି । ପୁନର୍ବାର ଦଳର ନିଷ୍ପତ୍ତି କ୍ରମେ ପ୍ରତ୍ୟାହର କରିଛି । ଶୃଙ୍ଖଳିତ କର୍ମୀ ଭାବେ କାମ କରିଛି । ଦଳର ଆଭ୍ୟନ୍ତରୀଣ ଯୋଜନା ବାବଦରେ ଜାଣିନାହିଁ । ଭୁବନେଶ୍ଵରରେ ରହୁଥିବାରୁ ଦଳର ତୁରନ୍ତ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି ।
Related Stories
October 6, 2024
October 6, 2024