
ଭୁବନେଶ୍ୱର – ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଆଗାମୀ ଛଅ ତାରିଖ ଦିନ ତାଙ୍କର ପୁଣ୍ୟତିଥି ପାଳନ କରାଯିବ । କମିଟିର ଅଧ୍ୟ କ୍ଷ ଦୀପକ ସାହୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସେହି ଦିନ ସକାଳ ୮ଟାରେ ହଂସପାଳ ନିକଟରେ କୁଆ ଖାଇ ନଦୀ ନିକଟରେ ତିଳତର୍ପଣ କରା ଯିବ । ସେହିପରି ଦିନ ୧୧ଟାରେ ରୋଟାରୀ ଭବନ ଠାରେ ଏକ ସ୍ମୃତିସଭାର ଆୟୋଜନ କରା ଯିବ ।