ବାରିପଦା – ନିଜର ୬ ବର୍ଷର ପୁଅକୁ ପଥର ଉପରେ କଚାଡ଼ି ଜୀବନରୁ ମାରି ଦେଇଛି ବାପ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗ୍ରାମରେ । ବାପା ମଧୁ ସିଂ ଆଜି ବିଲକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରି ଘରକୁ ଫେରି ଆସିଥିଲେ । ଏହି ସମୟରେ ଘରେ ପୁଅ କାନ୍ଦୁଥିବାର ଦେଖିବାକୁ ପାଇଥିଲେ ଓ ଏଥିରେ ଉତକ୍ଷିପ୍ତ ହୋଇ ପୁଅକୁ ଉଠାଇ ନିକଟରେ ଥିବା ଏକ ପଥରେ କଚାଡ଼ି ହତ୍ୟା କରିଥିଲେ । ସ୍ଥାନୀୟ ଗ୍ରାମବାସୀମାନେ ମଧୁକୁ ଧରି ଶରତ ଥାନା ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ମଧୁ ସିଂ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି କୁହାଯାଉଛି ।
4 thoughts on “ପୁଅକୁ ପଥରରେ ଛେଚି ହତ୍ୟା”
Leave a Reply Cancel reply
Related Stories
October 15, 2024
I’m not sure why but thiѕ blog is loading very slⲟw for me.
Is anyone else having this problem or iѕ iit а issue on my end?
I’ll chеck bacfҝ latеr on and seе if tһe problem still exists.
may be internet slow
Ahaa, its fastidious conversation regarding this article at this place at this web site, I have read all
that, so at this time me also commenting at this place.
I have been browsing online more than 4 hours today, yet I never
found any interesting article like yours. It is pretty worth enough
for me. Personally, if all web owners and bloggers made good content as you
did, the internet will be much more useful than ever before.
Someone essentially lend a hand to make critically posts I would state.
That is the first time I frequented your web page and to this point?
I surprised with the research you made to make this particular post extraordinary.
Wonderful process! http://plumbing.com
thank you. if possible try to make a payment like paper rate to increased our team and our efforts