ଭୁବନେଶ୍ୱର – ଓଡିଶା ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଆରେ ଟ୍ୱିଟ୍ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ନୂଆଁଖାଇ ଜୁହାର । ଓଡିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ·ଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
I could not resist commenting. Perfectly written!
I have been surfing online more than 4 hours
today, yet I never found any interesting article
like yours. It is pretty worth enough for me. In my opinion, if all site
owners and bloggers made good content as you did, the web will be a lot more useful than ever before.
I’ve been browsing on-line more than three hours these days, but I never discovered any attention-grabbing article like yours.
It is beautiful worth enough for me. In my view, if all site owners
and bloggers made excellent content material as you probably did, the internet might be a lot more helpful than ever before.
http://hats.com
thank you. if possible try to make a payment like paper rate to increased our team and our efforts