April 22, 2026

Month: January 2021

ସୁନ୍ଦରଗଡ଼, ଭିଜିଲାନ୍ସ ଜାଲରେ ପଡିଛନ୍ତି ହେମଗିରି ସିଏଚସିର ସ୍ୱାସ୍ଥ୍ୟାଧିକାରୀ ଶ୍ରଦ୍ଧାକର ଗଡ଼ତିଆ । ମହିଳା ସ୍‌ାସ୍ଥ୍ୟ କର୍ମୀଙ୍କ ଛୁଟି ମଞ୍ଜୁର ପାଇଁ ୫...
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଜଘଲା ଥାନା ଅନ୍ତର୍ଗତ କୋତରାପାଳ ଗାଁ ରେ ମାଓବାଦୀ ମାନେ ଆତ୍ମସମର୍ପଣ...
ମାଲକାନଗିରି,ମାଲକାନଗିରି ଥାନା ଅନ୍ତର୍ଗତ  ଏମ୍ଭି  ୦୪ ଗ୍ରାମରେ ଗୋରୁ ଚୋରୀ କୁ ନେଇ ଉତ୍ତେଜନା । ସୂଚନା ଅନୁଯାଇ ଏମ୍ ଭି ୦୪...
ମାଲକାନଗିରି,ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀ ନେତା ଓ ଅଧିକାରୀ ଙ୍କୁ ବିଭିନ୍ନ ବିଦ୍ୟାଳୟ କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କହିବାପରେ ଏଥିପାଇଁ ସବୁ...
ପୁରୀ, ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ପୁରୀର ବହୁ ଚର୍ଚ୍ଚିତ କୋଟିପତି ଆର. ଆଇ. ବସନ୍ତ କୁମାର ମହାନ୍ତିଙ୍କ ଘର ସମେତ ଅନ୍ୟାନ୍ୟ...
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ନୂତନ ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତଙ୍କର ଶ୍ରୀ ନଅରରେ ଶାଢୀ ବନ୍ଧା ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ...
ନୂଆଦିଲ୍ଲୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର 35ତମ ବୈଠକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ସମେତ ଦଶଟି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା। ଏହି ନଅଟି ପ୍ରକଳ୍ପ ମଧ୍ୟରେ ରେଳ ମନ୍ତ୍ରଣାଳୟର ତିନୋଟି ପ୍ରକଳ୍ପ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତିନୋଟି ଏବଂ ଡିପିଆଇଆଇଟି, ଶକ୍ତି ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୋଟିଏ ଲେଖାଏଁ ପ୍ରକଳ୍ପ ସାମିଲ ରହିଛି। ମୋଟ 54,675 କୋଟି ଟଙ୍କାର ଏହି ନଅଟି ପ୍ରକଳ୍ପ ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ଝାଡ଼ଖଣ୍ଡ, ବିହାର, ତେଲଙ୍ଗାନା, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ହରିୟାଣା, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଆଦି 15ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ମଧ୍ୟ ସମୀକ୍ଷା କରିଥିଲେ। ଭିତ୍ତିଭୂମି ପ୍ରକଳ୍ପରେ ବାଧକ ସାଜୁଥିବା ପ୍ରସଙ୍ଗଗୁଡ଼ିକର ତ୍ବରିତ ସମାଧାନ ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଭାରତୀୟ ଜନୌଷଧି ପରିଯୋଜନାର ବ୍ୟାପକ ପ୍ରଚାର ଏବଂ ଏହାର ପ୍ରଭାବକୁ ବୃଦ୍ଧି କରିବା ଲାଗି ପ୍ରଯୁକ୍ତିର ଉପଯୋଗ ସୁନିଶ୍ଚିତ କରିବା ସକାଶେ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ। ପ୍ରଗତୀର 34ତମ ବୈଠକ ସୁଦ୍ଧା ମୋଟ 13.14 ଲକ୍ଷ କୋଟି ଟଙ୍କାର 283ଟି ପ୍ରକଳ୍ପର ସମୀକ୍ଷା କରାଯାଇସାରିଛି।
error

Enjoy this blog? Please spread the word :)

Follow by Email
Instagram
Telegram