ଓଡିଶା ଭିଜିଲାନ୍ସ ଜାଲରେ ହେମଗିରି ସିଏଚସି ସ୍ୱାସ୍ଥ୍ୟାଧିକାରୀ desk January 29, 2021 ସୁନ୍ଦରଗଡ଼, ଭିଜିଲାନ୍ସ ଜାଲରେ ପଡିଛନ୍ତି ହେମଗିରି ସିଏଚସିର ସ୍ୱାସ୍ଥ୍ୟାଧିକାରୀ ଶ୍ରଦ୍ଧାକର ଗଡ଼ତିଆ । ମହିଳା ସ୍ାସ୍ଥ୍ୟ କର୍ମୀଙ୍କ ଛୁଟି ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାନଙ୍କ ହାତରେ ଧରାପଡିଛନ୍ତି । ଏନେଇ ଭିଜିଲାନସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । Tags: Hemgiri CHC health officer in vigilance trap Continue Reading Previous: ଆତ୍ମସମର୍ପଣ କରିଥିବା ମାଓବାଦୀକୁ ହତ୍ୟା କଲେ ମାଓବାଦୀ Next: ସମୁଦ୍ରରେ ଭାସିଯାଇ ଜଣେ ନିଖୋଜ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା ଓଡିଶା ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା May 19, 2024 ଏଯାଏଁ ବାତ୍ୟା ନେଇ କୌଣସି ଆକଳନ କରାଯାଇନାହିଁ- ପାଣିପାଗ ବିଭାଗ 1 min read ଓଡିଶା ଏଯାଏଁ ବାତ୍ୟା ନେଇ କୌଣସି ଆକଳନ କରାଯାଇନାହିଁ- ପାଣିପାଗ ବିଭାଗ May 19, 2024 ପ୍ରଚାର ଶେଷ ପର୍ଯ୍ୟାୟରେ କଳିକେଶଙ୍କ ସାମ୍ବାଦିକ ସମ୍ମିଳନୀ : ବଲାଙ୍ଗିରକୁ ବ୍ୟାଙ୍କକ ନୁହଁ ବିକଶିତ ବଲାଙ୍ଗିର କରାଯିବ 1 min read ଓଡିଶା ପ୍ରଚାର ଶେଷ ପର୍ଯ୍ୟାୟରେ କଳିକେଶଙ୍କ ସାମ୍ବାଦିକ ସମ୍ମିଳନୀ : ବଲାଙ୍ଗିରକୁ ବ୍ୟାଙ୍କକ ନୁହଁ ବିକଶିତ ବଲାଙ୍ଗିର କରାଯିବ May 19, 2024