![](https://indokalingtimes.com/wp-content/uploads/2020/06/WhatsApp-Image-2020-06-21-at-8.44.02-PM.jpeg)
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ସଟ ଡାଉନ ସୁଯୋଗ ନେଇ ଗତକାଲି ସନ୍ଧ୍ୟା ସମୟରେ ଭଞ୍ଜନଗର ଲଣ୍ଡେଇ ସାହି ଲାଲସିଙ୍ଗ ପଲ୍ଲୀ ର ଏକ ବିଲ ମଧ୍ୟରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ସେଠାରେ ଅଚାନକ ଚଢ଼ାଉ କରି ୪ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୫,୧୨୦ଟଙ୍କା ଓ ୨ଟି ବାଇକ ଜବତ କରିଛି।