
ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକର ଚୋପରାଏବଂ ନଡା ଦେଇ ଛାମୁଣ୍ଡା ପଞ୍ଚାୟତ କୁ ସଂଯୋଗ କରିଥିବା ରାସ୍ତାଟି ଅବସ୍ଥା ବହୁତ ଶୋଚନୀୟ ହୋଇପଡିଛି ରାସ୍ତାରେ ବଡ ବଡ ଖାଲ ଖମା ମାନ ସହ ବ୍ରିଜ ର ଦୁଇ ପାର୍ଶ୍ୱରେ ଥିବା ପୋଲ ର ହେଣ୍ଡଲ ମାନ ଫାଟି ଥିବା ଦେଖିବାକୁ ମିଳୁଛି ହେଲେ ଆଜକୁ ପ୍ରାୟ 6ବର୍ଷ 15-02-2015ରେ ଓଡିଶାର ମାନ୍ୟବର ଜଙ୍ଗଲ, ପରିବେଶ ଓ ସାଂସଦିୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁଭ ଉଦଘାଟନ କରିଥିଲେ ହେଲେ ବର୍ତମାନ ରାସ୍ତା ର ଅବସ୍ଥା ସହ ପୋଲ ଉପରେ ଥିବା ଦୁଇ ସାଇଟ ର ହେଣ୍ଡଲିଙ୍ଗ ମାଧ୍ୟମରେ ଫାଟ ଦେଖା ଯିବା ସହ କିଛି ଜାଗାରୁ ଖଣ୍ଡ ଖଣ୍ଡହୋଇବାହାରି ଗଲାଣି ଜନସାଧାରଣ ଯାତାୟତରେ ବହୁତ ଅସୁବିଧା ହେଉଛି ତେଣୁ ଏଥି ପ୍ରତି ପ୍ରଶାସନ ନଜର ପଡୁନି ବୋଲି ଏହି ରାସ୍ତା ରୁ ଜଣା ପଡୁଛି ଜନସାଧାରଣ ଦାବି ଯଥାଶୀଘ୍ର ଏଇ ରାସ୍ତା ରଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ପ୍ରଶାସନ କୁ ଅନୁରୋଧ କରିଛନ୍ତି.

ଗଞ୍ଜାମ
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO