ଜଗନ୍ନାଥ ପ୍ରସାଦ ନିତ୍ୟାନନ୍ଦ ପଣ୍ଡା ବାଳିକା ଉଚ୍ଚବିଦ୍ୟାଳୟ, ସଙ୍ଗରୋଧକେନ୍ଦ୍ରରେ BDO ସୁରେଶ ଚନ୍ଦ୍ର ପଣ୍ଡା, ଶିକ୍ଷ୍ୟାବିତ ପ୍ରଦୀପ୍ତ ଭୂୟାଁ ଙ୍କ ସହଯୋଗ ରେ ପାତଞ୍ଜଳି ଯୋଗ କେନ୍ଦ୍ର ର ଯୋଗଗୁରୁ କ୍ଷୀରୋଦ ଚନ୍ଦ୍ର ଦାଶ ଙ୍କ ଦ୍ୱାରା କୋରନା କୁ ପ୍ରତିହତ କରିବା ନିମନ୍ତେ ଯୋଗ ଶିକ୍ଷ୍ୟା ପ୍ରଦାନ କରିଥିଲେ 82ଜଣ ଅନ୍ତେବାସୀ ଯୋଗଶିକ୍ଷ୍ୟା କରିଥିଲେ ସ୍କୁଲର ଶିକ୍ଷକ ଙ୍କ ସହ ଅଙ୍ଗନବାଡି କର୍ମୀ ସୁଜାତା ଙ୍କ ସହ ଆଶା, ଏବଂ ୱାର୍କର ମାନେ ଉପସ୍ଥିତ ରହିଥିଲେ.
Related Stories
January 15, 2025