ଲକ୍ଷ୍ନø ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିବର୍ଷୀୟ ଆୟୋଜନ ଡିଫେନ୍ସ ଏକ୍ସପୋର ଶନିବାର ଦିନ ସମାପନ ହୋଇ ଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ସମାପନ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ।
ଏଥିରେ ପ୍ରତିରକ୍ଷା ସମ୍ପର୍କିତ ପ୍ରଦର୍ଶନୀରେ ଆୟୋଜକ ଓ ପ୍ରତିନିଧି ମାନେ ସାମିଲ ହୋଇଥିଲେ । ଏୟାରସ୍ପେସ କ୍ଷେତ୍ରର ଉପସ୍ଥିତି ଏହି ପ୍ରଦର୍ଶନୀରେ ଖୁବ ଅଧିକ ଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO