
ଗଞାମ, ଗଞାମ ଜିଲା ଶେରଗଡ ବ୍ଲକ ପିତ୍ତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେଂଦ୍ର ରେ ଡାକ୍ତର, ଆୟୁଷଡାକ୍ତର, ଫାର୍ମାସିଷ୍ଟ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଟେଟାଣ୍ଡ, ସୁଇପର ଓ ଏଲ୍ ଟି କଂ ପାଇଁ କ୍ୱାଟରନଥିବାରୁ ଏହିକର୍ମଚାରୀ ମାନେ ହସପିଟାଲରେ ପୁରାସମୟ ଦେଇପାରୁନାହାନ୍ତି ଫଳରେ ରୋଗୀ ମାନେ 24 ଘଣ୍ଟିଆ ସେବା ପାଇ ପାରୁନାହାନ୍ତି । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେଂଦ୍ର ରେ ସରକାର କଂ ପକ୍ଷରୁ ତୁରନ୍ତ କ୍ୱାଟର ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।