
ଭବାନୀପାଟଣା– ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ବୋର୍ଡା ଅନ୍ତର୍ଗତ ସାପସିଲେଟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଛତିଶଗଡ ଟ୍ରକ୍ ବୋର୍ଡା ଥାନା ଅନ୍ତର୍ଗତ ପୋଲିସ ଜିପ କୁ ପଛ ଆଡୁ ଧକ୍କା ଦେଲା ଏବଂ ଏଥିରେ ଜଣେ ପୋଲିସ ଅଫିସର ଚନ୍ଦ୍ରହାସ୍ୟ ସାହୁ ଏବଂ ୨ ଜଣ ମହିଳା କନଷ୍ଟେବଳ ଓ ୨ ଜନ ପୁରୁଷ କନଷ୍ଟେବଳ, ଆଉ ଜଣେ ଡ୍ରାଇଭର ଆହା ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ଚାଲିଛି।