ଭୁବନେଶ୍ୱର, ରାଜ୍ୟପାଳ ରଘୁବର ଦାସ ଅମର ବଳିଦାନୀମାନଙ୍କୁ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ନିଜ ପ୍ରାଣର ଆହୁତି ଦେଇ ସ୍ଵାଧୀନତା ସଂଗ୍ରାମକୁ ଗତି ପ୍ରଦାନ କରିଥିବା ମା’ ଭାରତୀଙ୍କ ଅମର ସୁପୁତ୍ର ପଣ୍ଡିତ ରାମପ୍ରସାଦ ବିସ୍ମିଲ, ଅଶଫାକ ଉଲ୍ଲା ଖାନ୍ ଏବଂ ଠାକୁର ରୋଶନ ସିଂହଙ୍କ ବଳିଦାନ ଦିବସରେ କୋଟି-କୋଟି ନମନ।”
Related Stories
January 22, 2025