ଭୁବନେଶ୍ୱର,ରାଜ୍ୟପାଳ ରଘୁବର ଦାସ ଗୋଆ ମୁକ୍ତି ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋଶିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “ଗୋଆର ମୁକ୍ତି ଦିବସରେ ସମସ୍ତ ଗୋଆବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା। ଗୋଆକୁ ମୁକ୍ତ କରିବା ପାଇଁ ଆନ୍ଦୋଳନରେ ନିଜ ଜୀବନ ସମର୍ପଣ କରିଥିବା ସମସ୍ତ ଆନ୍ଦୋଳନକାରୀଙ୍କୁ ଶତ୍-ଶତ୍ ନମନ।”
Related Stories
January 22, 2025