ଭୁବନେଶ୍ୱର– ନୌସେନା ଦିବସର ସୁଯୋଗରେ ରାଜ୍ୟପାଳ ରଘୁବର ଦାସ ନୌସେନାର ଜବାବ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ଶଂ ନୋ ବରୁଣଃ” ଭାରତୀୟ ନୌସେନା ଦିବସର ସୁଯୋଗରେ ଦେଶର ସମୁଦ୍ର ସୀମାର ସୁରକ୍ଷା କରୁଥିବା ସମସ୍ତ ପରାକ୍ରମୀ ଓ ସୂର ନୌସେନା ସେନାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସେମାନଙ୍କର ଅଦମ୍ୟ ସାହସ, ଶୌର୍ଯ୍ୟ ଓ ବୈଭବମୟ ପରମ୍ପରାକୁ ମୋର ପ୍ରଣାମ।
Related Stories
January 13, 2025
January 13, 2025