ରାୟପୁର– ବସ୍ତରର ବିଜାପୁର, ସୁକମା, ଦାନ୍ତେୱାଡା ଓ ବସ୍ତର ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଜିଲ୍ଲା ଜିଲ୍ଲାରେ ସକାଳ 7.27 ମିନିଟ ସମୟରେ ଝଟ୍କା ପ୍ରାୟ 7 ସେକେଣ୍ଡ ଯାଏ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ତେଲେଙ୍ଗାନର ମୁଲଗୁ ଜିଲ୍ଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରେକର୍ଡ ହୋଇଛି । କୌଣସି ଧନଜୀନବ ହାନି ଘଟିନାହିଁ ।
Related Stories
January 21, 2025