ନୂଆଦିଲ୍ଲୀ– ଅତିରିକ୍ତ ସଚିବ ଡ.ସ୍ୱାତୀ ବିଜୟ କୁଲକର୍ଣ୍ଣିଙ୍କୁ ଆଲଜେରିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିଛି ବୈଦେଶିକ ମନ୍ତ୍ରାଳୟ । ଶୁକ୍ରବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଭାରତୀୟ ବୈଦେଶିକ ସେବାର 1995 ବ୍ୟାଚର ଅଧିକାରୀ ଡ. ସ୍ୱାତୀ ବିଜୟ କୁଲକର୍ଣ୍ଣିଙ୍କୁ ପିପୁଲ୍ସ ଡେମୋକ୍ରେଟିକ ରିପବ୍ଲିକ ଅଫ୍ ଆଲଜେରିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ସେ ଏବେ ବୈଦେଶିକ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଅଛନ୍ତି ।
Related Stories
October 6, 2024