ଭୁବନେଶ୍ୱର– ଝାରସୁଗୁଡାର ସେବା ନିବୃତ ପୂର୍ବତନ ସବ କଲେକ୍ଟର ପ୍ରଦୀପ କୁମାର ବାରିକ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ଅଦାଲତର ବିଶେଷ ବିଚାରପତି ଏହି ମାମଲାର ଶୁଣାଣୀ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁର୍ନୀତି ନିବାରଣ ଆଇନ -1988ର ବିଭିନ୍ନ ଧାରା ଓ ଆଇପିସିର ଧାରା 109 ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଦାଲତ ତାଙ୍କୁ ଦୁଇ ବର୍ଷ ସଶ୍ରମ କାରାବାସ ଓ ଏକ ଲକ୍ଷ ଟଙ୍କାର ଜୋରିମାନାର ଦଂଡ ଦେଇଛନ୍ତି ।
Related Stories
October 15, 2024