ଭୁବନେଶ୍ୱର-ବର୍ଷା ଋତୁ ଶେଷ ସୁଦ୍ଧା ରାଜଧାନୀର ସମସ୍ତ ଡ୍ରେନ ଉପରେ ପଡିବ ସ୍ଲାବ୍ । ସରକାର ଏନେଇ ତ୍ଵରାନିତ ଗତିରେ କାମ ଆଗେଇ ନେଉଛନ୍ତି । ସବୁ ମୁକୁଳା ଡ୍ରେନକୁ କଭର କରାଯିବା ସହ ଓ୍ଵାଟର ଲଗିଙ୍ଗ, ବ୍ଲକିଙ୍ଗ କେମିତି ନହେବ ସେ ଦିଗରେ ଗୁରୁତ୍ବ ଦିଆଯାଉଛି । ଏନଜିଟିଙ୍କ ନିୟମ ଅନୁଯାୟୀ ଯେଉଁ ଡ୍ରେନ କଭର କରାଯାଇପାରିବ ନାହିଁ ସେସବୁର ଚାରିପଟେ ବ୍ୟାରିକେଡ଼ିଂ କରାଯାଉଛି । ଆପାର୍ଟମେଣ୍ଟ ଗୁଡ଼ିକରେ ସ୍ଵେରେଜ ବ୍ୟବସ୍ଥା ସଜାଡ଼ିବାକୁ ସର୍ଭେ ଚାଲିଛି । ନିୟମ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
Related Stories
November 22, 2024