ନୂଆଦିଲ୍ଲୀ– ବିଜେପି ସୋମବାର ଜମ୍ମୁ କଶ୍ମୀର ପାଇଁ ନୂଆ ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସତ ଶର୍ମାଙ୍କୁ ବିଜେପି ଜମ୍ମୁକଶ୍ମୀର ପ୍ରଦେଶର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି । ଜାତୀୟ ମହାସଚିବ ଅରୁଣ ସିଂହଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନ୍ତର୍ଗତ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଡ ନିର୍ମଳ ସିଂହଙ୍କୁ ରାଜ୍ୟ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ଚୌଧୁରୀ ସୁଖ ନନ୍ଦନଙ୍କୁ ରାଜ୍ୟ ନିର୍ବାଚନ ପ୍ରଚାର କମିଟିର ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି । କବିନ୍ଦର ଗୁପ୍ତାଙ୍କ ପ୍ରଦେଶ ନିର୍ବାଚନ ପ୍ରବନ୍ଧନ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
Related Stories
October 6, 2024