ସମ୍ବଲପୁର/ଭୁଭୁବନେଶ୍ୱର– ହୀରାକୁଦ ଡ୍ୟାମ୍ ର ଆଉ ୮ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୪ଟି ଗେଟ୍ ଦେଇ ଡ୍ୟାମ୍ ରୁ ଜଳ ନିଷ୍କାସନ ଜାରି ରହିଛି। ବାମ ପାର୍ଶ୍ୱରୁ ୯ ଟି ଏବଂ ଡାହାଣ ପାର୍ଶ୍ୱରୁ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଶନିବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧ ଫୁଟ ରହିଛି।
Related Stories
October 6, 2024
October 6, 2024