ଗଞ୍ଜାମ– ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିହଳା ରୋଡରେ ଥିବା ୟୁ କୋ ବ୍ଯାକର ଏଟିଏମକୁ ଗତକାଲି ଦୁବୃତମାନେ ଗ୍ଯାସ୍ କଟରରେ କାଟି ତାଡି ସେଥିରେ ଥିବା ୫ ଲକ୍ଷ ୭୩ ହଜାର ଟଂକା ଲୁଟ କରିଛନ୍ତି। ବ୍ଯାକଂ ପରିଚାଳକକଂ ଅଭିଯୋଗ କ୍ରମେ ଗୋଳନ୍ଥରା ପୁଲିସ ଥାନାରେ ୩୨୫/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
Related Stories
October 6, 2024
October 6, 2024