ଗଞାମ, ଏଲଆଇସି ବୀମା ଧାରୀ ମାନେ ମ୍ଯାଚୁରିଟ ପରେ ମଧ୍ୟ ଟଂକା ପାଉନଥିବା ଅଭିଯୋଗ ହେଉଛି। ଏଲ୍ ଆଇ ସି ବୀମା ଧାରୀ ମାନେ ମ୍ଯାଚୁରିଟ ର ଦୀର୍ଘ ଦିନ ବିତିଯିବା ପରେଏବଂ ସମସ୍ତ ଡକ୍ଯୁମେଣ୍ଟ ଦାଖଲ କରିବା ସତ୍ବେ ଟଂକା ପାଉନଥିବାରୁ ବୀମା ଧାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ,ଏଲ ଆଇସି ଉପରେ ସନ୍ଦେହ ପ୍ରକଟ କରୁଛନ୍ତି। ଜଣେ ବୀମା ଧାରୀ କଂମ୍ଯାଚୁରିଟ ଗତ ତା ୧୪/୭/24 ରେ ହୋଇ ଯାଇଛି । ସେ ସମସ୍ତ ଡକ୍ଯୁମେଣ୍ଟ ଏହା ପୂର୍ବରୁ ଦାଖଲ କରି ସାରିଛନ୍ତି। ଏହା ପରେ ସେ ବୀମା ରାଶୀ ପ୍ରାୟ ୩୫ ହଜାର ଟଂକା ବ୍ରହ୍ମପୁର ବିଜିପୁର( ବିଡିଏଅଫିସନିକଟ)ଏଲ ଆଇ ସି ଶାଖା ରୁ ପାଇବା କଥା। କିନ୍ତୁ ଏ ମଧ୍ଧରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏବଂ ପଲିସ ଧାରୀ ଜଣକ ବାରମ୍ବାର ଏଲଆଇସି ଅଫିସକୁ ଦୌଡି ନିରାଶ ହୋଇଛନ୍ତି । ଓଡିଶା ରେଜିଓନାଲ ପରିଚାଳକ ଘଟଣାର ତଦନ୍ତ କରି ତୁରନ୍ତ ବୀମା ପଲିସ ଧାରୀଙ୍କ ମ୍ଯାଚୁରିଟ ପରେ ଟଂକା ପ୍ରଦାନ ବ୍ଯବସ୍ଥା କରିବାକୁ ଦାବି ହେଉଛି ।
Related Stories
October 9, 2024
October 9, 2024