ବଲିୟା, ଜିଲ୍ଲାରେ ନକ୍ସଲ ଗତିବିଧିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ର ଚଢ଼ଉ ପରେ ଆଲର୍ଟ ମୋଡ୍ କୁ ଆସିଛି ବଲିୟା ପୋଲିସ । ଶନିବାର ଜିଲ୍ଲାର ୧୧ଟି ସ୍ଥାନରେ ଏନଆଇଏ ର ଚଢ଼ଉ ପରେ ରବିବାର ଏସପି ଦେବରଞ୍ଜନ ବର୍ମା ଜିଲ୍ଲା ବ୍ୟାପୀ ଥାନା ସହିତ ଏଲଆଇୟୁକୁ ଆଲର୍ଟ କରିଛନ୍ତି ।
ଶନିବାର ଜିଲ୍ଲାର ୧୧ଟି ସ୍ଥାନରେ ଏକ ସଙ୍ଗେ ଚଢ଼ଉ କରିଥିଲା ଏନଆଇଏ ଟିମ୍ । ଜିଲ୍ଲାରେ ନକ୍ସଲ ଗତିବିଧିକୁ ନେଇ ଏହି ଚଢ଼ଉ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO