ମୁମ୍ବାଇ– ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନଭି ମୁମ୍ବାଇରେ ପୋଲିସ କେତେକ ଅଂଚଳରେ ଅପରାଧୀ ଏବଂ ୱାରେଂଟିଙ୍କ ତଲାସ ନେଇ ଏକ ଅଭିଯାନ ଜାରି ରଖିଛି । ଏହି ସମୟରେ ପୋଲିସ ୩ ଜଣ ବାଙ୍ଗଲାଦେଶୀ ନାଗରିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ବାଙ୍ଗଲାଦେଶର ଏହି ତିନି ନାଗରିକ ଅବୈଧ ଭାବେ ଏଠାରେ ରହୁଥିଲେ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO