ନାଗପୁର, ମୁମ୍ବାଇ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଶୁକ୍ରବାର ଅଣ୍ଡରୱର୍ଲଡ ଡନ୍ ଅରୁଣ ଗବଲିକୁ ସମୟ ପୂର୍ବରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନାଗପୁର ଖଣ୍ଡପୀଠ ଜିଲ୍ଲା ପ୍ରଶାସନକୁ ଏହି ମାମଲାରେ ଜବାବ ଦେବା ପାଇଁ ୪ ସପ୍ତାହ ସମୟ ଦେଇଛି । ମୁମ୍ବାଇର ଶିବସେନା ନିଗମ ପାର୍ଷଦ କମଲାକର ଜାମସଂଡେକରଙ୍କ ହତ୍ୟା ମାମଲାରେ ଅରୁଣ ଗବଲିକୁ ଆଜୀବନ କାରାଦଣ୍ଡର ସଜା ହୋଇଛି । ସମ୍ପ୍ରତି ଗବଲି ନାଗପୁର କାରାଗାରରେ ନିଜର ସଜା ଭୋଗୁଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO