ଭୁବନେଶ୍ୱର, ରାଜ୍ୟପାଳ ରଘୁବର ଦାସ ତାଙ୍କ ଜନ୍ମ ବାର୍ଷିକୀରେ ବାବୁ ଜଗଜୀବନ ରାମଙ୍କୁ ସ୍ମରଣ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ସାମାଜିକ କ୍ରାନ୍ତିର ଅଗ୍ରଦୂତ, ମହାନ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀରେ ଶତ ଶତ ନମନ ।