ନୂଆଦିଲ୍ଲୀ, ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଜେନେରାଲ ଅନିଲ ଚୌହ୍ୱାନ ସୋମବାର ଦିନ ଉପରାଷ୍ଟ୍ରପତିଙ୍କ ବାସଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିଛନ୍ତି । ଏନେଇ ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଫଟୋ ସେୟାର କରି ସୂଚନା ଦିଆଯାଇଛି ।