
ତେଲଅଭିବ, ଦେଶର ଉତ୍ତର ଦିଗକୁ ଲେବାନନରୁ ନିକ୍ଷେପ କରାଯାଇଥିବା ଗାଇଡେଡ ମିସାଇଲକୁ ମାରି ଖସାଇଛି ଇସ୍ରାଏଲ । ଆକାଶରୁ ଆକ୍ରମଣ କରୁଥିବା ଏହି ମିସାଇଲତ ହିଜବୁଲହା ଆତଙ୍କ ସଙ୍ଗଠନ ଦ୍ୱାରା ଗାଜାରେ ଯୁଦ୍ଧବିରତି ସମୟରେ ନିକ୍ଷେପ କରାଯାଇଛି ।
ଏହି ମିସାଇଲକୁ ନଷ୍ଟ କରିବା ପରେ ଇସ୍ରାଏଲ ସୁରକ୍ଷାବଳ ହିଜବୁଲହାର ଆତଙ୍କୀ ସଙ୍ଗଠନକୁ ଟାର୍ଗେଟ କରି ଆକ୍ରମଣର ଜବାବ୍ ଦେଇଥିଲେ ।