
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚେନ୍ନାଇ ବନ୍ଦରର ଫ୍ଲୋଟ-ଅନ-ଫ୍ଲୋଟ-ଅଫ ପରିଚାଳନାକୁ ପ୍ରଶଂସା କରିଛନ୍ତି । ଏହା ଏକ ରେକର୍ଡ ଏବଂ ଗୋଟିଏ ଜାହାଜକୁ ଆଉ ଏକ ଦେଶକୁ ପରିବହନ ପାଇଁ ଏକ ଉପଲବ୍ଧି ଭାବେ ଦେଖାଯାଉଛି ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;