
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭରୋଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ନଭରୋଜ ମୁବାରକ! ଏହି ପବିତ୍ର ଅବସରରେ ସମସ୍ତଙ୍କ ଖୁସି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଆଗାମୀ ବର୍ଷରେ ସମୃଦ୍ଧି ସହ ଆମ ସମାଜରେ ଏକତାର ଭାବନା ବୃଦ୍ଧି ପାଉ ।”