
ନୂଆଦିଲ୍ଲୀ ,ବିହାର ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଭଗବାନ ମହାବୀର, ଭଗବାନ ବୁଦ୍ଧ ଏବଂ ଗୁରୁ ଗୋବିନ୍ଦ ସିଂଙ୍କ ସହ ଜଡିତ ଏହି ଗୌରବମୟ ସ୍ଥାନ ଗଣତନ୍ତ୍ରର ମାତା । ବିହାରର ପରିଶ୍ରମୀ ଏବଂ ପ୍ରତିଭାବାନ୍ ବ୍ୟକ୍ତି ବିକାଶ ଏବଂ ସମୃଦ୍ଧିର ନୂତନ କାହାଣୀ ଲେଖିବେ । ଏହା ମୋର ଦୃଢ ବିଶ୍ୱାସ ବୋଲି ରାଷ୍ଟ୍ରପତି ଟୁଇଟ୍ କରି ଲେଖିଛନ୍ତି ।