ଭଦ୍ରକ, ୯ ସେପ୍ଝେମ୍ବର (ହି.ସ.) – ରାଜ୍ୟରେ ନୂତନ ମୋଟରଯାନ ଆଇନ ଲାଗୁ କରିବା ଆଳରେ ଲୋକଙ୍କୁ ହଇରାଣ କରାଯିବା ଅଗଣତାନ୍ରୀକ ଏବଂ ତୁରନ୍ତ ଏହାକୁ ବନ୍ଦ କରାଯିବା ଦରକାର ବୋଲି କହିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ବିରୋଧି ଦଳର ଉପନେତା ବିଷ୍ଣୁ ସେଠୀ ା ରବିବାରଦିନ ଦଳ ପକ୍ଷରୁ ଏଠାରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀକୁ ସୁଚନାଦେଇ ବିରୋଧିଦଳ ଉପନେତା ଶ୍ରୀ ସେଠୀ ଏହି କଥା ପ୍ରକାଶ କରିଛନ୍ତି ା ଚଳିତମାସ ୧୭ ତାରିଖ ଦିନ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳନ ଅବସରରେ ଦଳ ପକ୍ଷରୁ ଆରମ୍ଭ କରାଯାଉଥିବା ସେବା ସପ୍ତାହ ପାଳନ ସଂର୍ପକରେ ସୁଚନା ଦେବା ଅବସରରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ସେଠୀ ଏହି ମନ୍ତବ୍ୟ ଦେଇଛନ୍ତି ା ଏବାବଦରେ ସୁଚନା ଦେଇ ଶ୍ରୀ ସେଠୀ କହିଥିଲେ େଯ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିଦ୍ର୍ଧେଶ ନୁଯାଇ ଦେଶବ୍ୟାପି ଏହି ଆଇନ କାଯ୍ର୍ୟକାରୀ ହେଉଛି ା ଏହା ଏକ ସ୍ବାଗତ େଯାଗ୍ୟ ପଦକ୍ଷେ‘ ମଧ୍ୟ ା ହେଲେ ସରକାରଙ୍କ ଏହି ନୂଆ ପରିବହନ ଆଇନ ସଂର୍ପରେ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାନଯାଇ ବିଭିନ୍ନ ପରିବହନ ସଙ୍ଗଠନ,ରାଜନୈତିକ ବ୍ୟକ୍ତି ବିଶେଷ ସର୍ବୋପରୀ ବୁଦ୍ଧିଜିବୀ ଜନସାଧାରଣଙ୍କ ସହ ଆଲୋଚନା ପଯ୍ର୍ୟାଲୋଚନା କରାନଯାଇ ହଠାତ ଏହି ଆଇନକୁ ଲାଗୁ କରାଯିବା ଫଳରେ ଗରୀବ ନିରିହ ଜନ ସାଧାରଣ ଏଥିରେ ପ୍ରବଳ ମାତା୍ରରେ କ୍ଷତିଗ୍ରସ୍ତ ହୋଇଛନ୍ତି ା ଯାନବାହନ ଚେକିଂ ଆଳରେ ପୋଲିସ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଦମନଲିଳା ଚଳାଇଛନ୍ତି ଯାହାକି ତୁରନ୍ତ ବନ୍ଦ ହେବା ଦରକାର ା ରାଜ୍ୟରେ କାଯ୍ର୍ୟକାରୀ ହୋଇଥିବା ଏହି ଆଇନ ଉପରେ ତାଙ୍କ ଦଳ କଡା ନଜର ରଖିଛି ଏବଂ ଖୁବଶିଘ୍ର ଏଥିନେଇ ଦଳତାର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସେ କହିଥିଲେ ା ତେବେ ଏହି ପ୍ରସଙ୍ଗରେ ବିରୋଧିଦଳ ଉପନେତା ଯାହାକିଛି ମନ୍ତବ୍ୟ ଦିଅନ୍ତୁନା କାହóକି ଏହି ଆଇନ ଆଳରେ ସରକାର ଗରୀବ ଏବଂ ମଧ୍ଯବି ବର୍ଗର ଲୋକମାନଙ୍କୁ ଆର୍ଥିକ ଶୋଷଣ କରୁଥିବା ଚିତ୍ର ସ୍ପଷ୍ଟ ହୋଇଛି ା ପୋଲିସ ତାର ମୋ÷ଳିକ କର୍ତବ୍ୟକୁ ଭୁଲିଯାଇ ରାଜରାସ୍ତାରେ କେବଳ ଗାଡି ଚେକିଂରେ ମାତିଥିବା ବେଳେ ପ୍ରଶାସନ ଅର୍ଥ ଆଦାୟ କରିବାରେ ଲାଗିଛି ା ଜାତୀୟ ରାଜପଥରେ ସଡକ ଦୁଘ୍ର୍ୟଟଣା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଜାତୀୟରାଜପଥ ଛାଡି ପୋଲିସ ପ୍ରଶାସନ ସହର ଗଳିକନ୍ଦିରେ ବୁଲି ବୁଲି ଦୁଇଚକିଆ ଗାଡି ବ୍ୟବହାର କରୁଥିବା ସାଧାରଣ ଲୋକ,ସ୍କୁଲ କଲେଜ ଛାତ୍ର ଛାତ୍ରୀ,ଗରୀବ ଅଟୋ ଚାଳକ ମାନଙ୍କୁ ଧରି ବିଭିନ୍ନ ଆଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଚାଲିଛନ୍ତି ା ଏହା ଫଳରେ ବହୁ ସ୍କୁଲ କଲେଜ ଛାତ୍ର ଛାତ୍ରୀ ସେମାନଙ୍କ ସ୍କୁଲ କଲେଜ ଯିବା ବନ୍ଦ କରିଦେଇଥିବା ବେଳେ ବହୁ ଗରୀବ ଅଟୋଚାଳକ ସେମାନଙ୍କ ଜୀବିକା ହରାଇ ବସିଛନ୍ତି ା ଦେଶରେ ଆର୍ଥୀକ ମାନ୍ଦାବସ୍ତାରେ ଲୋକ ସଢୁଥିବା ବେଳେ ହେଲମେଟ,ଅନଧିକୃତ ଗାଡିଚାଳନା,ଇନସୁରାନ୍ସ,ପ୍ରଦୁ୍ୟଷଣ ପ୍ରମାଣପତ୍ର ଏବଂ ଗାଡି କାଗଜପତ୍ର ଯାଂଚ ଆଳରେ ଲୋକଙ୍କୁ ଆର୍ଥୀକ ଶୋଷଣ କରିବା ଘଟଣା ଏବେ ସରକାରଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାଯ୍ର୍ୟକାରିଣୀ ସଦସ୍ୟ ଡା ପ୍ରଦୀପ ନାୟକ, ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ,ସେବା ସପ୍ତାହ ପାଳନର ଜିଲ୍ଲା ସଂେଯାଜକ ହେମନ୍ତ ପାଢୀ,ଦଳର ଭଦ୍ରକ ସଂସଦୀୟ ପ୍ରାର୍ଥୀ ଅଭିମନୁୃ ସେଠୀ,ଜିଲ୍ଲା ସଂପାଦକ ଅଶୋକ ପୁହାଣ, ନାରୀ ନେତ୍ରୀ ମନସ୍ମିତା ଖୁଂଟିଆ ଏବଂ ଶରତ ପଢିଆରୀ ପ୍ରମୁଖ େଯାଗ ଦେଇ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଚଳିତମାସ ୧୪ ତାରିଖ ଠାରୁ ୨୦ ତାରିଖ ପଯ୍ର୍ୟନ୍ତ ସପ୍ତାହ ବ୍ୟାପି ପାଳନ ହେବାକୁ ଯାଉଥିବା ସେବା ସପ୍ତାହ ସଂର୍ପକରେ ସୁଚନା ପ୍ରଦାନ କରିଥିଲେ ା

Related Stories
November 22, 2024