![](https://indokalingtimes.com/wp-content/uploads/2020/09/corona.jpeg)
![](https://indokalingtimes.com/wp-content/uploads/2020/09/corona-300x187.jpeg)
ଛତିଶଗଡରେ ଗତ ୨୪ ଘଂଟାରେ ୧୪,୨୫୦ କରୋନାର ନୂଆ ମାମଲା, ୭୩ ମୃତ
ଋାୟପୁର , ଛତିଶଗଡରେ ଗତ ୨୪ ଘଂଟାରେ ୧୪,୨୫୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୭୩ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୧୮,୬୩୬ ହୋଇ ଯାଇଛି ।