ରାଂଚି, ଝାରଖଣ୍ଡରେ କରୋନାର ୬୯୦ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୨୪୮୯୧ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୧୧୪ ଜଣଙ୍କର ମୃତ୍ୟୁ ଘଟିଛି ।
Related Stories
April 29, 2024