ରାଷ୍ଟ୍ରୀୟ ଚଣ୍ଡିଗଡରେ ଗତ ୨୪ ଘଂଟାରେ ୨୬୫ କରୋନାର ନୂଆ ମାମଲା desk March 31, 2021 ଚଣ୍ଡିଗଡ , ଚଣ୍ଡିଗଡରେ ଗତ ୨୪ ଘଂଟାରେ ୨୬୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ଏଠାରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୮୩୧ ହୋଇଛି । ବର୍ତମାନ ସୁଦ୍ଧା ଏଠାରେ ୩୭୯ ଜଣଙ୍କର ମୃତ୍ୟୁ ଘଟିଛି । Tags: Chandigarh Continue Reading Previous: ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୦.୨୨,୯୧୫ ନମୂନାର ପରୀକ୍ଷଣ Next: ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ ନୂଆ କରୋନା ମାମଲା ବଢ଼ିବାରେ ଲାଗିଛି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବେଙ୍ଗାଲୁରୁ ଆକାଶରେ ପ୍ରଥମ ଉଡାଣ ଭରିଲା ତେଜସ ଏମକେ-1ଏ ଯୁଦ୍ଧ ବିମାନ 1 min read ରାଷ୍ଟ୍ରୀୟ ବେଙ୍ଗାଲୁରୁ ଆକାଶରେ ପ୍ରଥମ ଉଡାଣ ଭରିଲା ତେଜସ ଏମକେ-1ଏ ଯୁଦ୍ଧ ବିମାନ March 28, 2024 ଜୟଶଙ୍କରଙ୍କ ମାଲେସିଆ ଯାତ୍ରା ଉନ୍ନତ ରଣନୈତିକ ବୁଝାମଣାକୁ ବିକଶିତ କରିବା ପାଇଁ ସୁଯୋଗ ପ୍ରଦାନ କରିଛି-ବୈଦେଶିକ ମନ୍ତ୍ରାଳୟ 1 min read ରାଷ୍ଟ୍ରୀୟ ଜୟଶଙ୍କରଙ୍କ ମାଲେସିଆ ଯାତ୍ରା ଉନ୍ନତ ରଣନୈତିକ ବୁଝାମଣାକୁ ବିକଶିତ କରିବା ପାଇଁ ସୁଯୋଗ ପ୍ରଦାନ କରିଛି-ବୈଦେଶିକ ମନ୍ତ୍ରାଳୟ March 28, 2024 ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଙ୍କ ଘରେ ଉତ୍ସବର ମାହୋଲ୍, କନ୍ୟା ସନ୍ତାନର ଜନକ ହେଲେ ରାଷ୍ଟ୍ରୀୟ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଙ୍କ ଘରେ ଉତ୍ସବର ମାହୋଲ୍, କନ୍ୟା ସନ୍ତାନର ଜନକ ହେଲେ March 28, 2024